
ଗଂଜାମ, 23 ଜୁଲାଇ (ହି.ସ.)
ଗଞ୍ଜାମ ଜିଲ୍ଲା ପିତଳ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ଜଗନ୍ନାଥଗତ ସନ୍ଧ୍ୟାରେ ଭଗବାନ ପର୍ଶୁରାମଙ୍କ ବେଶରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ପାଅନୁକୂଳ ଥିବାରୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଆସି ଭଗବାନଙ୍କ ଦିଵ୍ୟ ରୂପ ଦର୍ଶନ ସହ ଆଳତିରେ ସାମିଲ ହୋଇଥିଲେ । ସମବେତ ଶ୍ରଦ୍ଧାଳୁ ମାନଙ୍କୁ ଏଠାରେ ମିଷ୍ଟାନ୍ନ ପ୍ରସାଦ ବିତରଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ