
ବଲାଙ୍ଗିର, 23 ଜୁଲାଇ (ହି.ସ.)
ଆଗାମୀ କାଲି ତିନିଠାକୁର ଙ୍କ ବାହୁଡ଼ା ଯାତ୍ରା। ଆଜି ଶେଷ ଡିବସ ରେ ଜଗତର ନାଥ ଜଗନ୍ନାଥ ତାଙ୍କର ବୁଦ୍ଧ ଓ କଳ୍କୀ ଅବତାର ରେ ଆଜି ସନ୍ଧ୍ୟାରେ ସ୍ଥାନିୟ ଦୈନିକ ବଜାର ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ଥିବା ମାଉସୀ ମନ୍ଦିର ରେ ଚାନ୍ଦ ମନ୍ଦିର ଠାକୁର ମାନେ ଭକ୍ତଙ୍କୁ ଦର୍ଶନ ଡେଇଚନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ