ରାଜ୍ୟରେ କୋଭିଡ୍ ପରିସ୍ଥିତି ନାହିଁ - ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ରାଜ୍ୟରେ କୋଭିଡ୍ ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ରନାଥ ମିଶ୍ର। ସେ କହିଛନ୍ତି ଯେ ବର୍ତମାନ କୋଭିଡ୍ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି। ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି। ୨ ଜଣ ଗୋଭିଡ୍ ଆକ୍ରାନ୍ତ ସଂଘରୋଧରେ ଘରେ ଅଛ
Covid -19


ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ରାଜ୍ୟରେ କୋଭିଡ୍ ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ରନାଥ ମିଶ୍ର। ସେ କହିଛନ୍ତି ଯେ ବର୍ତମାନ କୋଭିଡ୍ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି। ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି। ୨ ଜଣ ଗୋଭିଡ୍ ଆକ୍ରାନ୍ତ ସଂଘରୋଧରେ ଘରେ ଅଛନ୍ତି ଏବଂ ଜଣେ ହସ୍ପିଟାଲରେ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande