ଫାଇଲ ହଜିବା ଘଟଣା ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ ନେଉଛନ୍ତି- ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ସିଏମଓରୁ ଦୁଇଟି ଫାଇଲ ହଜିବା ଘଟଣାରେ ଭିକେ ପଣ୍ଡିଆନଙ୍କୁ ନୋଟିସ ପ୍ରସଙ୍ଗରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯିଏ ଦୋଷ ସେ ଦଣ୍ଡ ପାଇବେ। କାହାକୁ ଛଡା ଜୀବନାହିଁ ୟେ ଘଟଣାରେ,ମୁଖ୍ୟମନ୍
ଫାଇଲ ହଜିବା ଘଟଣା     ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ ନେଉଛନ୍ତି- ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ସିଏମଓରୁ ଦୁଇଟି ଫାଇଲ ହଜିବା

ଘଟଣାରେ ଭିକେ ପଣ୍ଡିଆନଙ୍କୁ ନୋଟିସ ପ୍ରସଙ୍ଗରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି

। ସେ କହିଛନ୍ତି ଯେ, ଯିଏ ଦୋଷ ସେ ଦଣ୍ଡ ପାଇବେ।

କାହାକୁ ଛଡା ଜୀବନାହିଁ ୟେ ଘଟଣାରେ,ମୁଖ୍ୟମନ୍ତ୍ରୀ

ଭାବି ଚନ୍ତା କରି ନିଷ୍ପତି ନେଇଛନ୍ତି। ଫାଇଲ ହଜିବା ଘଟଣା ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ

ନେଉଛନ୍ତି। ଫାଇଲ ହଜିବା ଘଟଣାରେ ପାଣ୍ଡିଆନ ହୁଅନ୍ତୁ ଅବା ନବୀନ ବାବୁ ଯିଏ ଥାନ୍ତୁ । ଯାହାଙ୍କର ସମ୍ପୃକ୍ତି ରହିଛି ରାଜ୍ୟବାସୀଙ୍କୁ ଉତ୍ତର

ଦେବେ।

ସେପଟେ ବିଜେଡି ଯେତେବେଳେ

ସରକାରରେ ଥିଲା ଅଧିକ ଆକ୍ରୋଶମୂଳ କାମ କରିଥିଲେ। ବିନା ଦୋଷରେ ଅନେକ ବିଜେପି ନେତାକୁ ଜେଲକୁ

ପଠାଇଥିଲେ l ଏକଛତ୍ର ବାଦର ନମୁନା

ଥିଲା ବିଜେଡି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande