ଆଜାଦ୍ ହିନ୍ଦ୍ ଫୌଜ୍ର ବୀର କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ଆଜାଦ୍ ହିନ୍ଦ୍ ଫୌଜ୍ର ବୀର କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, କହିଛନ୍ତି ଯେ, ଭାରତୀୟ ସ
ଆଜାଦ୍ ହିନ୍ଦ୍ ଫୌଜ୍ର     ବୀର କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ     କଲେ କେଭି ସିଂହଦେଓ


ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ଆଜାଦ୍ ହିନ୍ଦ୍

ଫୌଜ୍ର ବୀର କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି

ଯେ, କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ପ୍ରତୀକ ପଦ୍ମ ବିଭୂଷଣ, ଆଜାଦ୍ ହିନ୍ଦ୍ ଫୌଜ୍ର ବୀର କ୍ୟାପଟେନ୍ ଲକ୍ଷ୍ମୀ ସେହଗଲ୍ଙ୍କ

ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande