ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ମେଥୋଡିଅସ୍ ଲାକ୍ରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ୱର, 23 ଜୁଲାଇ (ହି.ସ.)-ରାଉରକେଲା ମହାନଗର ନିଗମରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମେଥୋଡିଅସ୍ ଲାକ୍ରାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ
ରାଉରକେଲା ମହାନଗର ନିଗମର     ଡେପୁଟି କମିଶନର ମେଥୋଡିଅସ୍ ଲାକ୍ରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ଭୁବନେଶ୍ୱର, 23 ଜୁଲାଇ (ହି.ସ.)-ରାଉରକେଲା

ମହାନଗର ନିଗମରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ

ମେଥୋଡିଅସ୍ ଲାକ୍ରାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ କର୍ତ୍ତବ୍ୟପରାୟଣ ତଥା ଜନସେବା ପ୍ରତି ସମର୍ପିତ ଅଧିକାରୀ

ଭାବେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ।

ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ

ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିଛନ୍ତି

ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande