
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ଚନ୍ଦ୍ରଶେଖର
ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ କ୍ରାନ୍ତିକାରୀ ଚନ୍ଦ୍ରଶେଖର
ଆଜାଦଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ। ମାତୃଭୂମିର ମୁକ୍ତି ପାଇଁ ତାଙ୍କର ଜୀବନବ୍ୟାପୀ ସଂଗ୍ରାମ, ଅଦମ୍ୟ ସାହସ ଓ ଆତ୍ମବଳିଦାନ ଭାରତର ଇତିହାସରେ ଚିରସ୍ମରଣୀୟ ହୋଇ
ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା