ଧର୍ମପରାୟଣା ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ମାର୍ଶାଘାଇ ତହସିଲ କାର୍ୟ୍ୟାଳୟ ନିକଟ ପୁରୁଷୋଲମପୁର ଗ୍ରାମର ଧର୍ମପରାୟଣା ମହିଳା ସ୍ୱର୍ଗତ ତ୍ରିବେଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା କଂଗ୍ରେସ ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା କ
ଧର୍ମପରାୟଣା ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ମାର୍ଶାଘାଇ ତହସିଲ କାର୍ୟ୍ୟାଳୟ ନିକଟ ପୁରୁଷୋଲମପୁର ଗ୍ରାମର ଧର୍ମପରାୟଣା ମହିଳା ସ୍ୱର୍ଗତ ତ୍ରିବେଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା କଂଗ୍ରେସ ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସମ୍ପାଦକ ବିଭ୍ରାଂଶୁ ଶେଖର ଲେଙ୍କା,ତପନ ସାହୁ, ଆଇନଜୀବି ଯଶୋବନ୍ତ ରାଉତ, ବିଚିତ୍ରାନନ୍ଦ ବେହେରା,ବୁଲୁ କିଶୋର ବେହେରା,ଶିଳ୍ପୀ ଅଶୋକ କୁମାର ବେହେରା, ଅମରେଶ ପଟେଲ, ଅଶୋକ ରାଉତ, ସୁଧୀର ଦାସ, କୁଲୁ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଡ଼ ପୁଅ ପ୍ରିତିଶ ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande