ପଟ୍ଟା ପ୍ରଦାନ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି
ଗଞାମ, ୨୪ ଜୁଲାଇ (ହି.ସ.) ପୂର୍ବଯ ମାନଙ୍କ ନାମରେ ଥିବା ଜମିପଟା ଉତରାଧିକାରୀଙ୍କ ନାମରେ ପଟ୍ଟା ପରିବର୍ତନ ପାଇଁ ଦୀର୍ଘ ତିନି ଚାରିମାସ ହେଲା ବିଧିବଦ୍ଧ ଭାବେ ଶେର ଗଡ ତହସିଲ ଦାରଙ୍କ ନିଟରେ ଆବେଦନ କରିଥିଲେ ମଧ୍ୟ ଆବେଦନ କାରୀଙ୍କୁ ଏଯାଏ ପଟ୍ଟା ପ୍ରଦାନ କରାଯାଇନାହିଁ। ଅନ୍ୟ ପକ୍ଷରେ ଚାଷୀ ପଞ୍ଜିକର
ପଟ୍ଟା ପ୍ରଦାନ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି


ଗଞାମ, ୨୪ ଜୁଲାଇ (ହି.ସ.) ପୂର୍ବଯ ମାନଙ୍କ ନାମରେ ଥିବା ଜମିପଟା ଉତରାଧିକାରୀଙ୍କ ନାମରେ ପଟ୍ଟା ପରିବର୍ତନ ପାଇଁ ଦୀର୍ଘ ତିନି ଚାରିମାସ ହେଲା ବିଧିବଦ୍ଧ ଭାବେ ଶେର ଗଡ ତହସିଲ ଦାରଙ୍କ ନିଟରେ ଆବେଦନ କରିଥିଲେ ମଧ୍ୟ ଆବେଦନ କାରୀଙ୍କୁ ଏଯାଏ ପଟ୍ଟା ପ୍ରଦାନ କରାଯାଇନାହିଁ। ଅନ୍ୟ ପକ୍ଷରେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆସନ୍ତା କାଲି ଠାରୁ ଆରମ୍ଭ ହେବ । ପଞ୍ଜିକରଣ କରିବା ପାଇଁ ଜମିପଟ୍ଟା ନିହାତିଦରକାର।ଏଣୁ ଶେରଗଡ ତହସିଲ ଦାର ଘଟଣା ପ୍ରତି ଧ୍ୟାନ ଦେଇତୁରନ୍ତ ଆବେଦନ କାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

--------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande