୩୫ ଟି ମୋବାଇଲ୍ ଫେରାଇଲା ଭଞ୍ଜନଗର ପୋଲିସ୍
ଗଂଜାମ, 27 ଜୁଲାଇ (ହି.ସ.)ଚୋରୀ ଯାଇଥିବା ଓ ହଜି ଯାଇଥିବା ମୋବାଇଲ୍ କୁ ଖୋଜି ବାହାର କରିବାରେ ଗଞ୍ଜାମ ଭଞ୍ଜନଗର ପୋଲିସ୍ ଦୁଇ ପାଦ ଆଗରେ ରହିଛି। ବିଗତ ଦିନରେ ୧୬୫ଟି ମୋବାଇଲ୍ ଫୋନ୍ ଜବତ୍ କରି ପ୍ରକୃତ ମାଲିକଙ୍କୁ ଫେରା ଯାଇଥିବା ବେଳେ ଆଜି ପୁଣି ୩୫ ଟି ମୋବାଇଲ୍ ଫୋନ୍ ପ୍ରକୃତ ମାଲିକଙ୍କୁ ଫେରାଇ ପ
୩୫ ଟି ମୋବାଇଲ୍ ଫେରାଇଲା ଭଞ୍ଜନଗର ପୋଲିସ୍


ଗଂଜାମ, 27 ଜୁଲାଇ (ହି.ସ.)ଚୋରୀ ଯାଇଥିବା ଓ ହଜି ଯାଇଥିବା ମୋବାଇଲ୍ କୁ ଖୋଜି ବାହାର କରିବାରେ ଗଞ୍ଜାମ ଭଞ୍ଜନଗର ପୋଲିସ୍ ଦୁଇ ପାଦ ଆଗରେ ରହିଛି। ବିଗତ ଦିନରେ ୧୬୫ଟି ମୋବାଇଲ୍ ଫୋନ୍ ଜବତ୍ କରି ପ୍ରକୃତ ମାଲିକଙ୍କୁ ଫେରା ଯାଇଥିବା ବେଳେ ଆଜି ପୁଣି ୩୫ ଟି ମୋବାଇଲ୍ ଫୋନ୍ ପ୍ରକୃତ ମାଲିକଙ୍କୁ ଫେରାଇ ପ୍ରଶଂସା ସାଉଁଟିଛି ଭଞ୍ଜନଗର ପୁଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande