ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭ
ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଲେ     ରାଜ୍ୟପାଳ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା

ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ

କହିଛନ୍ତି ଯେ, ପବିତ୍ର ନିଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁଙ୍କ

ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande