ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା ଜଣାଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଲୀଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ, ରସଗୋଲା ଦେଇ, କରି ମାନ
ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା     ଜଣାଇଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର

ଶୁଭେଚ୍ଛା ଜଣାଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, ଲୀଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ, ରସଗୋଲା ଦେଇ, କରି ମାନଭଞ୍ଜନ।

ନବୀନ କହିଛନ୍ତି ଯେ, ପବିତ୍ର ନୀଳାଦ୍ରି ବିଜେ ଓ ରସଗୋଲା ଦିବସର

ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ସଭିଙ୍କ କଲ୍ୟାଣ କରନ୍ତୁ। ଜୟ ଜଗନ୍ନାଥ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande