
କେନ୍ଦ୍ରାପଡ଼ା, ୨୭ ଜୁଲାଇ(ହି.ସ.) – ରତ୍ନ ସିଂହାସନରେ ଶ୍ରୀ ଜୀଉ ନବ ଦିନାତ୍ମକ ଯାତ୍ରାର ସମସ୍ତ ଲୀଳା ଖେଳା ସମ୍ପନ୍ନ କରି ବାହୁଡ଼ି ଛନ୍ତି ନିଜ କର୍ମ ବେଦୀକୁ ବହୁଡ଼ିଛନ୍ତି ରତ୍ନ ସିଂହାସନ ରେ ହଜାର ହଜାର ଭକ୍ତଙ୍କୁ ଦୃଲଭ ଦର୍ଶନ ଦେଇଛନ୍ତି ନୀଳାଦ୍ରି ବିଜେ ପହଣ୍ଡି ରାତ୍ର ବାରଟା ଭିତରେ ସମ୍ପନ୍ନ ପରେ ଶ୍ରୀ ଜୀଉଙ୍କ ଚାର ମାଳ ଫିଟା ଯାଇ ମହାସ୍ନାନ ରାତ୍ର ଧୂପ ବଡ଼ସିଂହାର ପୁଷ୍ପାଞ୍ଜଳି ହୋଇ ଭୋର ପାଂଚଟାରେ ପହୁଡ଼ ହୋଇଥିଲା ସୋମ ବାର ସକାଳ ସାତଟା ବେଳକୁ ପହୁଡ଼ ଖୋଲାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା ପରେ ସ୍ନାନ ବଲ୍ଲଭ ଦିନ ଗୋଟାଏ ବେଳକୁ ପ୍ରସାଦ ଧୂପ ସମ୍ପନ୍ନ ହୋଇଥିଲା ଦର୍ଶନକୁ ଆସିଥିବା ସମସ୍ତ ଭକ୍ତ ପ୍ରସାଦ ସେବନରେ ସାମିଲ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି