ଶ୍ରାବଣୀ ଜଳଭାର ନେଇ ଆସିଥିବା କାଉଡ଼ିଆ ଭକ୍ତ ୩ମହଲା ଛାତରୁ ଖସିପଡ଼ି ଗୁରୁତର
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଶ୍ରାବଣମାସ ୨ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଭଦ୍ରକ ଜିଲା ତିହିଡ଼ି ଥାନା ଅଧିନ ପାଳିଆ୍ୱିନ୍ଧା ଗାଁରୁ ଆସିଥିବା ଜଣେ କାଉଡିଆଭକ୍ତ ୩ମହଲା ଛାତ ଖସି ପଡିବା ଫଳରେ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ
ଶ୍ରାବଣୀ ଜଳଭାର ନେଇ ଆସିଥିବା କାଉଡ଼ିଆ ଭକ୍ତ ୩ମହଲା ଛାତରୁ ଖସିପଡ଼ି ଗୁରୁତର


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଶ୍ରାବଣମାସ ୨ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଭଦ୍ରକ ଜିଲା ତିହିଡ଼ି ଥାନା ଅଧିନ ପାଳିଆ୍ୱିନ୍ଧା ଗାଁରୁ ଆସିଥିବା ଜଣେ କାଉଡିଆଭକ୍ତ ୩ମହଲା ଛାତ ଖସି ପଡିବା ଫଳରେ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande