ଶେରଗଡ ବ୍ଲକରେ ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
ଗଞ୍ଜାମ, ୨୭ ଜୁଲାଇ (ହି.ସ.)- ଜୁଲାଇ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲେ ମଧ୍ୟ ଶେରଗଡ଼ ବ୍ଲକ ରେ ଏହି କାର୍ଯ୍ଯ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଜିଲ୍ଲା କିମ୍ବା ବ୍ଲକ କୃଷି ଅଧିକାର
ଶେରଗଡ ବ୍ଲକରେ ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ


ଗଞ୍ଜାମ, ୨୭ ଜୁଲାଇ (ହି.ସ.)- ଜୁଲାଇ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲେ ମଧ୍ୟ ଶେରଗଡ଼ ବ୍ଲକ ରେ ଏହି କାର୍ଯ୍ଯ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଜିଲ୍ଲା କିମ୍ବା ବ୍ଲକ କୃଷି ଅଧିକାରୀ ଅଥଵା ସେବା ସମବାୟ ସମିତି ସମ୍ପାଦକଙ୍କ ପାଖରେ କୈ।ଣସି ସୂଚନା ନଥିଵା ଜଣାପଡ଼ିଛି। ଅନ୍ୟପକ୍ଷରେ ଚାଷୀମାନେ ପଞ୍ଜିକରଣ ପାଇଁ ମଣ୍ଡି ତଥା ସେବା ସମବାୟ ସମିତିକୁ ଦୈ।ଡି ନିରାଶରେ ଫେରୁଛନ୍ତି ଏବଂ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande