ସୋଲାର ପମ୍ପ ଚୋରି
ଜୟପୁର, ୨୭ ଜୁଲାଇ(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ବନଗୁଡାରେ ରେ ପମ୍ପ ଚୋରି ହୋଇଛି। ଏନେଇ ଜୟପୁର ସଦର ଥାନରେ ଅଭିଯୋଗ ହୋଇଛି। ଡୁମୁରିଗୁଡା ନାରାୟଣ ପ୍ରସାଦ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଚାଷ ବନଗୁଡା ରେ ତାଙ୍କର ଚାଷ ଜମି ରହିଛି। ସେଠାରେ
ସୋଲାର  ପମ୍ପ  ଚୋରି


ଜୟପୁର, ୨୭ ଜୁଲାଇ(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ବନଗୁଡାରେ ରେ ପମ୍ପ ଚୋରି ହୋଇଛି। ଏନେଇ ଜୟପୁର ସଦର ଥାନରେ ଅଭିଯୋଗ ହୋଇଛି। ଡୁମୁରିଗୁଡା ନାରାୟଣ ପ୍ରସାଦ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଚାଷ ବନଗୁଡା ରେ ତାଙ୍କର ଚାଷ ଜମି ରହିଛି। ସେଠାରେ ଲାଗିଥିବା ସୋଲାର ମଟର ପମ୍ପ ୫ ଏଚପି ଚୋରି ହୋଇଛି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande