ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ପ୍ରକୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ପ୍ରକୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ବିଶ୍ୱ ପ୍ରକୃତି ସଂରକ୍
ବିଶ୍ୱ ପ୍ରକୃତି ସଂରକ୍ଷଣ     ଦିବସ ଅବସରରେ ପ୍ରକୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ବିଶ୍ୱ ପ୍ରକୃତି

ସଂରକ୍ଷଣ ଦିବସ ଅବସରରେ ପ୍ରକୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ

ଦେଇଛନ୍ତି ।

ଏହି ଅବସରରେ ସେ ସୋସିଆଲ

ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ଅବସରରେ ପ୍ରକୃତିର ସୁରକ୍ଷା ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆସନ୍ତୁ ଆମେ ସମସ୍ତେ ମିଳିତ

ଭାବେ ସଙ୍କଳ୍ପବଦ୍ଧ ହେବା । ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ସବୁଜ ଓ ସମୃଦ୍ଧ

ଓଡ଼ିଶା ଗଠନ କରିବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande