ପଳାସପୁର କାଳୀ ମନ୍ଦିରରୁ ଚୋରୀ
ଗଂଜାମ, 19 ଅଗଷ୍ଟ (ହି.ସ.) ପାଟପୁର ଥାନା ପଳାସ ପୁର କାଳୀ ମନ୍ଦିରରେ ଗତକାଲି ରାତିରେ ଲୁଟେରା ମାନେ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗଞ୍ଜାମ ଜିଲ୍ଲାରେ ମନ୍ଦିର ଚୋରୀ ଘଟଣା ନିତିଦିନିଆ
ପଳାସପୁର କାଳୀ ମନ୍ଦିରରୁ ଚୋରୀ


ଗଂଜାମ, 19 ଅଗଷ୍ଟ (ହି.ସ.) ପାଟପୁର ଥାନା ପଳାସ ପୁର କାଳୀ ମନ୍ଦିରରେ ଗତକାଲି ରାତିରେ ଲୁଟେରା ମାନେ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗଞ୍ଜାମ ଜିଲ୍ଲାରେ ମନ୍ଦିର ଚୋରୀ ଘଟଣା ନିତିଦିନିଆ ଘଟଣା ହୋଇ ଥିଲେ ମଧ୍ୟ ପୁଲିସ ଚୋର ମାନଙ୍କୁ ଦମନ କରିପାରୁନଥିଵାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande