ବିଶ୍ୱ ମାନବିକତା ଦିବସରେ ସ୍ୱେଚ୍ଛାସେବୀମାନଙ୍କୁ ନମନ କଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ ମାନବିକତା ଦିବସରେ ସ୍ୱେଚ୍ଛାସେବୀମାନଙ୍କୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବିଶ୍ୱ ମାନବିକତା ଦିବସ ଅବସରରେ, ସଙ୍କଟର ସମ୍ମୁଖସାରିରେ ରହି ସମ୍ପୂର୍ଣ୍ଣ
ବିଶ୍ୱ ମାନବିକତା ଦିବସରେ     ସ୍ୱେଚ୍ଛାସେବୀମାନଙ୍କୁ ନମନ କଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ

ମାନବିକତା ଦିବସରେ ସ୍ୱେଚ୍ଛାସେବୀମାନଙ୍କୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବିଶ୍ୱ ମାନବିକତା ଦିବସ ଅବସରରେ, ସଙ୍କଟର ସମ୍ମୁଖସାରିରେ ରହି ସମ୍ପୂର୍ଣ୍ଣ

ନିଷ୍ଠାର ସହିତ ଜୀବନରକ୍ଷାକାରୀ ସେବା ପ୍ରଦାନ କରୁଥିବା ଲକ୍ଷ ଲକ୍ଷ ମାନବିକ ସେବାକର୍ମୀ ଓ

ସ୍ୱେଚ୍ଛାସେବୀମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି।

ବିଶେଷକରି, ରାଜ୍ୟରେ ଭୟାବହ ବନ୍ୟା ସମୟରେ ଲୋକଙ୍କ ସେବା

ପାଇଁ ଦିନରାତି ନିରନ୍ତର କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୋର ବିଶେଷ ଶ୍ରଦ୍ଧାଞ୍ଜଳି। ମାନବିକତା

ଆମ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶକ୍ତି ହୋଇ ରହୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande