ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ, ଏକ ଫଟୋଗ୍ରାଫ୍ କେବଳ ଏକ ଫ୍ରେମ୍ ନୁହେଁ; ଏହ
ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ     ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ ଫଟୋଗ୍ରାଫି

ଦିବସରେ ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି

ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ, ଏକ ଫଟୋଗ୍ରାଫ୍

କେବଳ ଏକ ଫ୍ରେମ୍ ନୁହେଁ; ଏହା ଆମ

ଲୋକ,

ସ୍ଥାନ, ସଂସ୍କୃତି ଓ ଭାବନାର ଏକ ଚିରନ୍ତନ ପ୍ରତିଫଳନ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ, ଓଡ଼ିଶାର ସୌନ୍ଦର୍ଯ୍ୟ, ଐତିହ୍ୟ ଓ ପ୍ରେରଣାଦାୟକ କାହାଣୀଗୁଡ଼ିକୁ ପ୍ରତିଟି ମୁହୂର୍ତ୍ତରେ

କ୍ୟାମେରାରେ କଏଦ କରୁଥିବା ଫଟୋଗ୍ରାଫରମାନଙ୍କୁ ଆସନ୍ତୁ ସମ୍ମାନ ଓ ଉତ୍ସବର ସହିତ ପାଳନ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande