
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)
- ଆଜି ଲୋକଭବନରେ
ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ଡିଜିପି ୱାଇବି ଖୁରାନିଆ । ଏହି ଅବସରରେ
ରାଜ୍ୟପାଳ ଓଡ଼ିଶା ପ୍ରତି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର
ନିରନ୍ତର ସୁସ୍ଥତା ଓ ମଙ୍ଗଳମୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା