ବିଶ୍ୱ ମାନବିକତା ଦିବସରେ ମାନବ ଧର୍ମ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ ମାନବିକତା ଦିବସର ଶୁଭେଚ୍ଛା ଜଣାଇ ମାନବ ଧର୍ମ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ମାନବିକତା ଦିବସ ଉପଲକ୍ଷେ ଅନ୍ୟର
ବିଶ୍ୱ ମାନବିକତା ଦିବସରେ     ମାନବ ଧର୍ମ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ

ମାନବିକତା ଦିବସର ଶୁଭେଚ୍ଛା ଜଣାଇ ମାନବ ଧର୍ମ ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ମାନବିକତା ଦିବସ ଉପଲକ୍ଷେ ଅନ୍ୟର ସେବା, ସହାୟତା ଏବଂ ମାନବଧର୍ମ ପାଳନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା

ସମସ୍ତ ନିସ୍ୱାର୍ଥପର ସେବାବ୍ରତୀ ଓ ସ୍ୱେଚ୍ଛାସେବୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ

ଅଭିନନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande