ଆମ ସାଥୀ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ କଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ଏଣିକି ହ୍ବାଟ୍ସଆପ୍ରେ ମିଳିବ ରାଜସ୍ବ ବିଭାଗର ପ୍ରମୁଖ ସେବା । ‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ରାଜସ୍ୱ ବିଭାଗର ୧୬ ଓ ପରେ ଆଉ ୨ଟି ସେବା ପାଇପାରିବେ । କିସମ ପରିବ
ଆମ ସାଥୀ ହ୍ବାଟ୍ସଆପ୍     ଚାଟ୍ ବଟ୍ର ଶୁଭାରମ୍ଭ କଲେ ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ଏଣିକି ହ୍ବାଟ୍ସଆପ୍ରେ

ମିଳିବ ରାଜସ୍ବ ବିଭାଗର ପ୍ରମୁଖ ସେବା । ‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ

ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ରାଜସ୍ୱ ବିଭାଗର ୧୬ ଓ ପରେ ଆଉ ୨ଟି ସେବା ପାଇପାରିବେ । କିସମ

ପରିବର୍ତ୍ତନ, ବିବାହ ପଞ୍ଜୀକରଣ,

ମ୍ୟୁଟେସନ୍ ସେବା ଉପଲବ୍ଧ ହେବ । ଜାତି, ଆୟ, ରେସିଡେନ୍ସ

ଭଳି ପ୍ରମାଣପତ୍ର ସେବା ଉପଲବ୍ଧ ହେବ । ବିପର୍ଯ୍ୟୟ ବେଳେ ମଧ୍ୟ ଲୋକେ ଘରେ ଥାଇ ଏହି ସେବା

ପାଇପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande