
ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୪ଟି ବ୍ଲକର (ଭଦ୍ରକ,,ତିହିଡି, ଧାମନଗର, ଚାନ୍ଦବାଲି ) ୨୦୫ଟି ସ୍କୁଲ ଆସନ୍ତାକାଲି ୨୧ଅଗଷ୍ଟ ୨୦୨୬(ଶୁକ୍ରବାର ) ରେ ବନ୍ଦ ରହିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ