ବନ୍ୟା ପ୍ରଭାବିତଙ୍କ ପାଇଁ ୧ କୋଟି ଟଙ୍କା ଦେଲା ଇମ୍ଫା
ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ)- ଓଡ଼ିଶାର ବନ୍ୟା ପ୍ରଭାବିତ ଲୋକଙ୍କ ସହ ଏକତା ପ୍ରଦର୍ଶନ ସ୍ୱରୂପ ଇମ୍ଫା ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ୧ କୋଟି ଟଙ୍କା ଦାନ କରିଛି। ଗୁରୁାବାର ଲୋକ ସେବା ଭବନରେ ଇମ୍ଫା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍
cmrf


ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ)- ଓଡ଼ିଶାର ବନ୍ୟା ପ୍ରଭାବିତ ଲୋକଙ୍କ ସହ ଏକତା ପ୍ରଦର୍ଶନ ସ୍ୱରୂପ ଇମ୍ଫା ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ୧ କୋଟି ଟଙ୍କା ଦାନ କରିଛି।

ଗୁରୁାବାର ଲୋକ ସେବା ଭବନରେ ଇମ୍ଫା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande