ବ୍ରହ୍ମପୁର ସହରରେ ପନିର ଓ କ୍ଷୀର ଦୋକାନ ଉପରେ ଚଢ଼ାଉ
ଗଂଜାମ, 21 ଅଗଷ୍ଟ (ହି.ସ.) ଵିଇଏମସିର ଖାଦ୍ୟ ନିରାପତ୍ତା ଟିମ ପକ୍ଷରୁ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ପନିର କ୍ଷୀର ଓ ଦୁଗ୍ଧ ଜାତୀୟ ଦୋକାନ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି ପନୀର ଛେନା ଓ କ୍ଷୀର ନଷ୍ଟ କରାଯାଇଛି।ଏହାସହ ବାହାରୁ ଵ୍
ବ୍ରହ୍ମପୁର ସହରରେ ପନିର ଓ କ୍ଷୀର ଦୋକାନ ଉପରେ ଚଢ଼ାଉ


ଗଂଜାମ, 21 ଅଗଷ୍ଟ (ହି.ସ.) ଵିଇଏମସିର ଖାଦ୍ୟ ନିରାପତ୍ତା ଟିମ ପକ୍ଷରୁ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ପନିର କ୍ଷୀର ଓ ଦୁଗ୍ଧ ଜାତୀୟ ଦୋକାନ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି ପନୀର ଛେନା ଓ କ୍ଷୀର ନଷ୍ଟ କରାଯାଇଛି।ଏହାସହ ବାହାରୁ ଵ୍ରହ୍ମପୁର ସହରକୁ ଆସୁଥିବା ନକଲି ଦୁଗ୍ଧ ଜାତ ସାମଗ୍ରୀ ଉପରେ ଟିମ ସ୍ୱତନ୍ତ୍ର ଦୃଷ୍ଟି ଦେବ ଵୋଲି ସୂଚନା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande