ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ସୋସିଆଲ ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍
ଅରୁଣାଚଳ ପ୍ରଦେଶ     ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ଅରୁଣାଚଳ

ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଏହି ଅବସରରେ ସୋସିଆଲ

ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

ଶ୍ରୀ ପେମା ଖାଣ୍ଡୁଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

ଆଗାମୀ ବର୍ଷଟି ତାଙ୍କ ପାଇଁ

ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଆନନ୍ଦମୟ ହେଉ ଏବଂ ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ

ନିଷ୍ଠାର ସହ ସେବା କରିବା ପାଇଁ ତାଙ୍କୁ ନିରନ୍ତର ଶକ୍ତି ପ୍ରଦାନ କରୁ, ଏହି କାମନା କରିଛନ୍ତି

ଉପମୁଖ୍ୟମନ୍ତ୍ରୀ

ତାଙ୍କର ନେତୃତ୍ୱ ରାଜ୍ୟର

ପ୍ରଗତି ଓ ସମୃଦ୍ଧିରେ ଆହୁରି ଅବଦାନ ରଖୁ। ତାଙ୍କର ଆଗାମୀ ଜୀବନ ଦୀର୍ଘ, ସୁଖମୟ ଓ

ସାର୍ଥକ ହେଉ ଏହା ମୋର ହୃଦୟରୁ ଶୁଭେଚ୍ଛା ବୋଲି କେଭି ସିଂହଦେଓ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande