
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ବିଶ୍ବ ବରିଷ୍ଠ
ନାଗରିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ବ ବରିଷ୍ଠ ନାଗରିକ ଦିବସର ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ।
ମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କର
ସ୍ନେହ,
ମାର୍ଗଦର୍ଶନ, ଏବଂ ଅଭିଜ୍ଞତା ଆମ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି। ମହାପ୍ରଭୁ
ଆପଣ ସମସ୍ତଙ୍କୁ ସଦାସର୍ବଦା ନିରୋଗ, ସୁସ୍ଥ ଏବଂ ନିରାମୟ ଜୀବନ ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ