
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ଆଜି ହେଉଛି ବିଶ୍ୱ
ଉଦ୍ୟୋଗୀ ଦିବସ । ଏହି ଅବସରରେ ସମସ୍ତ ଉଦ୍ୟୋଗୀ ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ବିଶ୍ୱ ଉଦ୍ୟୋଗୀ ଦିବସ ଉପଲକ୍ଷେ ସମସ୍ତ
ଉଦ୍ୟୋଗୀ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆପଣମାନଙ୍କ ନବସୃଜନ ଏବଂ
କଠୋର ପରିଶ୍ରମ ଆଗାମୀ ଦିନରେ ଅପାର ସଫଳତା ଆଣିଦେଉ ଏହା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି
ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ