ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ
ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ
ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ


ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ


ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ


ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ


ସମ୍ବଲପୁର, ୦୪, ଅଗଷ୍ଟ (ହି.ସ.) ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୋମବାର ମୋଦିପଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ସୂଚନାନୁଯାୟୀ ଏହି ଜବରଦଖଲକୁ ନେଇ ବିଭିନ୍ନ ସମୟରେ ଲୋକେ ପୂର୍ବରୁ ଅଭିଯୋଗ କରି ଆସୁଥିଲେ । ବାରମ୍ବାର ଅଭିଯୋଗ ହେବାପରେ ଶେଷରେ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍ ପୋଲିସ ଉପସ୍ଥିତିରେ ସୋମବାର ଅପରାହ୍ନରେ ଉଚ୍ଛେଦ କାର୍ଯ୍ୟକ୍ରମରେ କିଛି ଅଂଶବିଶେଷ ଜବରଦଖଲରୁ ଉଛେଦ କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande