ରାଷ୍ଟ୍ରପତି ବ୍ରହ୍ମପୁରରେ ପହଞ୍ଚି ତପ୍ତପାଣି ଅଭିମୁଖେ ଯାତ୍ରା
ଗଞ୍ଜାମ, ୪ ଅଗଷ୍ଟ (ହି.ସ.)- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଵ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ହରିଵାଵୁ କମ୍ଭମପତି, ମନ୍ତ୍ରୀ ବିଭୂତି ଭୂଷଣ ଯେନା, ଗୋକୁଳାନନ୍ଦ ମଲିକ,ଏମପି ପ୍ରଦୀପ କୁମାର ପାଣିଗ୍ରାହି ଓ ଜିଲା ପ୍
ରାଷ୍ଟ୍ରପତି ବ୍ରହ୍ମପୁରରେ ପହଞ୍ଚି ତପ୍ତପାଣି ଅଭିମୁଖେ ଯାତ୍ରା


ଗଞ୍ଜାମ, ୪ ଅଗଷ୍ଟ (ହି.ସ.)- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଵ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ହରିଵାଵୁ କମ୍ଭମପତି, ମନ୍ତ୍ରୀ ବିଭୂତି ଭୂଷଣ ଯେନା, ଗୋକୁଳାନନ୍ଦ ମଲିକ,ଏମପି ପ୍ରଦୀପ କୁମାର ପାଣିଗ୍ରାହି ଓ ଜିଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ସ୍ୱ।ଗତ ଜଣାଇଥିଲେ। ଷ୍ଟେସନ ନିକଟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ୧୮ଟି ଲୋକକଳା ଓ ଲୋକ ନୃତ୍ୟ ପ୍ରଦର୍ଶନ ଯାଇଥିଲା। ଏହାପରେ ରାଷ୍ଟ୍ରପତି ସାଢେ଼ ଏଗାରଟା ବେଳେ କାରଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande