ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବି କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଏମଏମଡିଆର ପ୍ରସଙ୍ଗରେ ମୁହଁ ଖୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍ର ପ୍ରତ୍ୟାହାର ଦାବି କରିଛନ୍ତି । ଏମଏମଡିଆର ବିଲ୍କୁ ବିଜେଡି ବିରୋଧ କରୁଥିବା ନବୀନ କହିଛନ୍ତି । ସଂସଦରେ ୨୦ ବିଜେପି ସାଂସଦ ଚୁପ୍ ରହି ସମର୍ଥନ
ଏମଏମଡିଆର ବିଲ୍     ପ୍ରତ୍ୟାହାର ଦାବି କଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଏମଏମଡିଆର ପ୍ରସଙ୍ଗରେ

ମୁହଁ ଖୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍ର ପ୍ରତ୍ୟାହାର ଦାବି କରିଛନ୍ତି ।

ଏମଏମଡିଆର ବିଲ୍କୁ ବିଜେଡି ବିରୋଧ କରୁଥିବା ନବୀନ କହିଛନ୍ତି । ସଂସଦରେ ୨୦ ବିଜେପି ସାଂସଦ

ଚୁପ୍ ରହି ସମର୍ଥନ କଲେ । ପୁନଃ ସମୀକ୍ଷା ପାଇଁ ଦାବି କରି ଆସୁଛି ବିଜୁ ଜନତା ଦଳ । ଏମଏମଡିଆର

ବିଲ୍ର ପୁନଃ ସମୀକ୍ଷା ପାଇଁ ଚାପ ପକାଇବ ବିଜେଡି । ଓଡ଼ିଶାର ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ଏମଏମଡିଆର

ବିଲ୍ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande