
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ବିରୋଧୀ ଦଳ
ନେତା ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବି କରିବା ଘଟଣାରେ ନବୀନଙ୍କୁ
କାଉଣ୍ଟର କରିଛି ବିଜେପି । ବିଜେପି ବିଧାୟକ
ସନ୍ତୋଷ ଖଟୁଆ କହିଛନ୍ତି ଯେ, ବୁଡିଗଲା ଲୋକ କୁଟାଖିଅକୁ ଭରସା | କୁଟା ତାଙ୍କୁ ବଂଚେଇ ପାରିବ ନାହିଁ | ଏସଆଇଆର ଯେଉଁ ଯୋଗ୍ୟ ଲୋକର ଏସଆଇଆରରେ କଟି ଯାଇଛି ପ୍ରମାଣ ଦିଅନ୍ତୁ | ୟୁନିଅନ ମିନିଷ୍ଟର ଥିଲାବେଳେ 1999 ମସିହାରେ କାହିଁକି ସଂଶୋଧନ କଲେ ନାହିଁ ବୋଲି
ପ୍ରଶ୍ନ କରିଛି ବିଜେପି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା