ସରକାର ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ଫ୍ଲୋରକୁ ବିରୋଧି ଆସୁନାହାନ୍ତି- ଇରାଶିଷ ଆଚାର୍ଯ୍ୟ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଗୃହ ଚାଲିନପାରିବା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଡାକିଲେ ସ୍ୱତନ୍ତ୍ର ଅଧିବେଶନ କିନ୍ତୁ ଅଧିବେଶନ ଚଳେଇ ଦେଉ ନାହାନ୍ତି । କେବଳ ବିରୋଧ ବାହାନାରେ ବିରୋଧ
ସରକାର ଆଲୋଚନା ପାଇଁ     ପ୍ରସ୍ତୁତ କିନ୍ତୁ ଫ୍ଲୋରକୁ ବିରୋଧି ଆସୁନାହାନ୍ତି- ଇରାଶିଷ ଆଚାର୍ଯ୍ୟ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଗୃହ

ଚାଲିନପାରିବା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି

। ସେ କହିଛନ୍ତି ଯେ, ଡାକିଲେ ସ୍ୱତନ୍ତ୍ର ଅଧିବେଶନ କିନ୍ତୁ ଅଧିବେଶନ ଚଳେଇ ଦେଉ ନାହାନ୍ତି । କେବଳ

ବିରୋଧ ବାହାନାରେ ବିରୋଧ କରୁଛନ୍ତି । ସରକାର

ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ଫ୍ଲୋରକୁ ବିରୋଧି ଆସୁନାହାନ୍ତି । ବିଧାନସଭାର ବହୁମୂଲ୍ୟ ସମୟ

ନଷ୍ଟ କରିବା ପାଇଁ ବିରୋଧ କରୁଛନ୍ତି ବିରୋଧୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande