ଆଜି ଅପରାହ୍ନରେ ଶାସକ ଦଳ ବିଧାୟକଙ୍କ ବୈଠକ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଆଜି (ମଙ୍ଗଳବାର)ଅପରାହ୍ନରେ ଶାସକ ଦଳ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ବିଧାୟକମାନଙ୍କ ସହ ବିଜେପି ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ ଉପସ୍ଥିତ ରହିବେ
cm odisha


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଆଜି (ମଙ୍ଗଳବାର)ଅପରାହ୍ନରେ ଶାସକ ଦଳ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ବିଧାୟକମାନଙ୍କ ସହ ବିଜେପି ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ ଉପସ୍ଥିତ ରହିବେ। ଏମଏମଡିଆର ପ୍ରସଙ୍ଗରେ ବିରୋଧୀଙ୍କ ଆନ୍ଦୋଳନ ନେଇ ବୈଠକରେ ଆଲୋଚନା ହେବ। ସେହିପରି ବହି ତ୍ରୁଟି ପ୍ରସଙ୍ଗରେ ପିଏମଓର ହସ୍ତକ୍ଷେପ ଏବଂ ପୂର୍ବ ସରକାର ସମୟରେ ଡିଏମଏଫ୍ ରୁ ହରିଲୁଟ ପ୍ରସଙ୍ଗରେ ଆଲୋଚନା ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande