ବୁଧବାର ଶ୍ରୀ ଜୀଉଙ୍କ ସର୍ବ ସାଧାରଣ ଦର୍ଶନ ବନ୍ଦ
କେନ୍ଦ୍ରାପଡ଼ା, 29 ସେପ୍ଟେମ୍ବର (ହି.ସ.) -ଆସନ୍ତା ତିରିଶି ତାରିଖ ବୁଧବାର ଶ୍ରୀ ଜୀଉ ଙ୍କ ଶ୍ରୀ ମୁଖ ସିଂହାର ସକାଳ ସାତଟା ରୁ ଏଗାର ଟା ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ . ବୁଧବାର ଶ୍ରୀ ଜୀଉ ଙ୍କ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେଉଥିବାରୁ ବଳଦେବଜୀଉଙ୍କ ଦର୍ଶନ ସକାଳ ସାତଟା ରୁ ଏଗାର ଚ
ତିରିଶି ତାରିଖ ବୁଧବାର ଶ୍ରୀ ଜୀଉ ଙ୍କ ସର୍ବ ସାଧାରଣ ଦର୍ଶନ ବନ୍ଦ


କେନ୍ଦ୍ରାପଡ଼ା, 29 ସେପ୍ଟେମ୍ବର (ହି.ସ.) -ଆସନ୍ତା ତିରିଶି ତାରିଖ ବୁଧବାର ଶ୍ରୀ ଜୀଉ ଙ୍କ ଶ୍ରୀ ମୁଖ ସିଂହାର ସକାଳ ସାତଟା ରୁ ଏଗାର ଟା ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ . ବୁଧବାର ଶ୍ରୀ ଜୀଉ ଙ୍କ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେଉଥିବାରୁ ବଳଦେବଜୀଉଙ୍କ ଦର୍ଶନ ସକାଳ ସାତଟା ରୁ ଏଗାର ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ଜୟ ମଙ୍ଗଳା ଆଳତି ପରେ ଚିତ୍ରକର ସେବକ ରତ୍ନ ସିଂହାସନ କୁ ଯାଇ ଏହି ଗୁପ୍ତ ନୀତି କାର୍ୟ୍ୟ କରିଥାନ୍ତି ବୋଲି ମନ୍ଦିର ସୁପର ଭାଇ ଜର ନୃସିଂହ ଚରଣ ପତ୍ରୀ ସୂଚନା ଦେଇଛନ୍ତି.

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande