

ବଲାଙ୍ଗିର, 29 ସେପ୍ଟେମ୍ବର (ହି.ସ.)
ଉଦ୍ୟୋଗୀକତୋ ଓ ନବସୃଜନ ଉପଦେ ଜୋତୀୟ କୋର୍ଯ୍ୟକ୍ରମଦେ େୋଦଜନ୍ଦ୍ର ବିଶ୍ୱବି୍ୟୋଳୟେ ଅଧ୍ୟୋପକଙ୍କ ଅଂଶଗ୍ରହଣ ବଲାଙ୍ଗି ର, ୨୯ ସେସଟେମ୍ବର ୨୦୨୬: ରାସେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗି ରର ଦ୍ୁଇେଣ ଅଧ୍ୟାପକ—ଦ୍ର୍ଶନର୍ାସ୍ତ୍ର ବିଭାଗର େହକାରୀ ପ୍ରସେେର ଡ. ରାେ କିସର୍ାର ପାତ୍ର ଏବଂ କମ୍ପ୍ୁୟଟର ୋଇନ୍ସ ବିଭାଗର େହକାରୀ ପ୍ରସେେର ଡ. ସଦ୍ବବ୍ରତ ଦ୍ାନେନା—୨୦ରୁ ୨୬ ସେସଟେମ୍ବର ୨୦୨୬ ପର୍ଯଶୟନ୍ତ ଅହମଦ୍ାବାଦ୍ସ୍ଥିତ ଭାରତୀୟ ଉସଦ୍ୟାଗୀକତା ବିକାର୍ ପ୍ରତିଷ୍ଠାନ (Entrepreneurship Development Institute of India – EDII) ଦ୍ୱାରା ଆସୟାେିତ େପ୍ତାହବୟାପୀ ଉସଦ୍ୟାଗୀକତା ଓ ନବେୃେନ ଉପସର ଅଧ୍ୟାପକ ମାଗଶଦ୍ର୍ଶନ ବିକାର୍ କାର୍ଯଶୟକ୍ରମ (FMDP) ସର େେଳତାର େହ ଅଂର୍ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟସର ଉସଦ୍ୟାଗୀକତା, ନବେୃେନ ଓ ଷ୍ଟାଟଶଅପ୍ େଂସ୍କୃତିକୁ ସପ୍ରାତ୍ସାହନ ସଦ୍ବା େହ ଦ୍କ୍ଷ ଅଧ୍ୟାପକ ସମଣ୍ଟର୍ ୍ମାନଙ୍କର ଏକ ଦ୍କ୍ଷ ସଗାଷ୍ଠୀ ପ୍ରସ୍ତୁତ କରିବା ଉସେର୍ୟସର ଓଡିର୍ା େରକାରଙ୍କ ଉଚ୍ଚର୍ିକ୍ଷା ବିଭାଗ ପକ୍ଷରୁ , ମାନୟବର ଉଚ୍ଚର୍ିକ୍ଷା ମନ୍ତ୍ରୀ ଶ୍ରୀ େୂର୍ଯଶୟବଂର୍ୀ େୂରେ ଏବଂ ଉଚ୍ଚର୍ିକ୍ଷା ବିଭାଗର କମିର୍ନର-କମ୍-େଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସନତୃ ତ୍ୱସର ଏହି ପଦ୍ସକ୍ଷପ ଗ୍ରହଣ କରାର୍ଯାଇଛି। ମାନୟବର କୁଳପତି ପ୍ରସେେର ବିଭୂ ତି ଭୂ ଷଣ ମଲିକଙ୍କ ମାଗଶଦ୍ର୍ଶନସର ଡ. ପାତ୍ର ଓ ଡ. ଦ୍ାନେନାଙ୍କୁ ଏହି ପ୍ରର୍ିକ୍ଷଣ କାର୍ଯଶୟକ୍ରମସର ସର୍ଯାଗସଦ୍ବା ପାଇ ଁବିଶ୍ୱବିଦ୍ୟାଳୟ ପକ୍ଷରୁ ପଠାର୍ଯାଇଥିଲା। ପ୍ରର୍ିକ୍ଷଣ କାର୍ଯଶୟକ୍ରମସର ଡିୋଇନ୍ ଥିଙ୍କିଙ୍ଗ୍ (Design Thinking), େୁସର୍ଯାଗ ଚିହ୍ନଟକରଣ (Opportunity Identification), ବୟବୋୟ ମସଡଲ୍ କୟାନଭାେ୍ (Business Model Canvas), ମୂଲୟ ପ୍ରସ୍ତାବ କୟାନଭାେ୍ (Value Proposition Canvas), ଷ୍ଟାଟଶଅପ୍ ବିକାର୍ (Startup Development), ନବେୃେନ ପରିଚାଳନା (Innovation Management), ଉସଦ୍ୟାଗୀକତା ର୍ିକ୍ଷା (Entrepreneurship Education) ଭଳି ବିଭିନ୍ନ ବିଷୟ ଉପସର ପ୍ରର୍ିକ୍ଷଣ ପ୍ରଦ୍ାନ କରାର୍ଯାଇଥିଲା। ଏଥିେହିତ ଅଂର୍ଗ୍ରହଣକାରୀମାସନ ବିଭିନ୍ନ କମଶର୍ାଳା, ସକେ୍ ଷ୍ଟଡି, ଦ୍ଳଗତ କାର୍ଯଶୟକଳାପ ଓ ବୟବହାରିକ ନବେୃେନମୂଳକ ଅଭୟାେସର େକ୍ରିୟ ଭାସବ ଅଂର୍ଗ୍ରହଣ କରିଥିସଲ। କାର୍ଯଶୟକ୍ରମର ଏକ ଅଂର୍ ଭାସବ ଅଧ୍ୟାପକଦ୍ୱୟ ଅହମଦ୍ାବାଦ୍ସ୍ଥିତ ଆଇହବ୍ (iHub), ଇସନାସଭେନ୍ ପାକଶ ପରିଦ୍ର୍ଶନ କରି ନବେୃେନ ଓ ଷ୍ଟାଟଶଅପ୍ ପରିସବର୍ର କାର୍ଯଶୟପ୍ରଣାଳୀ େମ୍ପ୍କଶସର ପ୍ରାସୟାଗିକ ଅନୁଭୂ ତି ହାେଲ କରିଥିସଲ। ସେମାସନ ଆଇହବ୍ (iHub) ର ମୁଖ୍ୟ କାର୍ଯଶୟନିବଶାହୀ ଅଧିକାରୀ (CEO) ଶ୍ରୀ ହିରଣ୍ମୟ ମହନ୍ତଙ୍କ େହ ମଧ୍ୟ ଆସଲାଚନା କରିଥିସଲ। ଶ୍ରୀ ମହନ୍ତ ଓଡିର୍ାର ବାେିନ୍ଦା ସହାଇଥିବାରୁ ତାଙ୍କ େହ ଆସଲାଚନା େମୟସର ନବେୃେନ, ଉସଦ୍ୟାଗୀକତା, ଷ୍ଟାଟଶଅପ୍ ସମଣ୍ଟରିଂ ଏବଂ ର୍ଯୁବ ନବେୃେନକାରୀଙ୍କ ପାଇ ଁଅନୁଷ୍ଠାନିକ େହସର୍ଯାଗ ଆଦ୍ି ବିଷୟସର ମତବିନିମୟ ସହାଇଥିଲା। ଏହି ପ୍ରର୍ିକ୍ଷଣ ମାଧ୍ୟମସର ଛାତ୍ରଛାତ୍ରୀଙ୍କ ଷ୍ଟାଟଶଅପ୍୍କୁ ମାଗଶଦ୍ର୍ଶନ କରିବା େହ ଉଚ୍ଚର୍ିକ୍ଷା ସକ୍ଷତ୍ରସର ଉସଦ୍ୟାଗୀକତା ଓ ନବେୃେନମୂଳକ କାର୍ଯଶୟକଳାପକୁ େୁଦ୍ୃଢ଼ କରିବା ସନଇ ଅଧ୍ୟାପକଦ୍ୱୟ ମୂଲୟବାନ ଜ୍ଞାନ ଓ ଅନୁଭୂ ତି ହାେଲ କରିଛନ୍ତି। ଏହା ୋତୀୟ ର୍ିକ୍ଷା ନୀତି (NEP) ୨୦୨୦ର ଉସେର୍ୟ େହ େମନ୍ବତି।୍ରାସେନ୍ଦ୍ର୍ବିଶ୍ୱବିଦ୍ୟାଳୟ୍ପାଇ ୍ଁଏହାର୍ମୁଖ୍ୟ୍ଉପଲବ୍ଧି୍ସହଉଛି୍କୟାମ୍ପ୍େ୍୍ସର୍ଏକ୍େୁେଂଗଠିତ୍ନବେୃେନ୍ଓ୍ଉଦ୍ୟମିତା୍ପରିସବର୍୍(Innovation୍and୍Entrepreneurship୍Ecosystem)୍ପ୍ରତିଷ୍ଠା୍କରିବା୍େହିତ୍ଛାତ୍ରଛାତ୍ରୀଙ୍କ୍ଷ୍ଟାଟଶଅପ୍୍୍ମାଗଶଦ୍ର୍ଶନ,୍ନବେୃେନ୍େହାୟତା,୍ ଇନ୍୍କୁୟସବେନ୍୍୍ େୁସର୍ଯାଗ୍ ଏବଂ୍ ଉଦ୍ୟମିତା୍ ବିକାର୍୍ ପଦ୍ସକ୍ଷପଗୁଡିକୁ୍ େୁଦ୍ୃଢ଼୍ କରିବା। ରାସେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରର୍ାେନ ଉଭୟ ଅଧ୍ୟାପକଙ୍କୁ ଏହି େେଳ ଅଂର୍ଗ୍ରହଣ ପାଇ ଁଅଭିନନ୍ଦନ େଣାଇବା େହ, ସେମାନଙ୍କ ଦ୍ୱାରା ଅେିତ ଜ୍ଞାନ ଓ ଅନୁଭୂ ତି ବିଶ୍ୱବିଦ୍ୟାଳୟସର ନବେୃେନ, ଉସଦ୍ୟାଗୀକତା ଓ ଷ୍ଟାଟଶଅପ୍ ପରିସବର୍କୁ ଆହୁରି େୁଦ୍ୃଢ଼ କରିବ ସବାଲି ଆର୍ା ପ୍ରକାର୍ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ