
ଘଟଗାଁ , ୨୯ ସେପ୍େଟମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଦେଓ ଗାଁ ବନାଂଚଳ ଅଧୀନରେ ହରିଚନ୍ଦନପୁର ବନବିଭାଗକୁ ମିଳିଛି ବଡ଼ ସଫଳତା । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ରଞ୍ଜନ ବେହେରା ଏବଂ ସ୍ୱାର୍ଡ ତଳଡିହ ଖେସରା ଜଙ୍ଗଲରୁ ଗତକାଲି ରାତି ଅଧିଆ ଲକ୍ଷାଧିକ ଟଙ୍କାର ୧୦ ଖଣ୍ଡ ଶାଳ ଗଣ୍ଡି ଜବତ କରିଥିବା ସୂଚନା ମିଳିଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ