ଗୁଡଭେଲା ରେଆର୍ ତରଫରୁ ଦିବ୍ଯାଙ୍ଗ ଜିତେନ୍ଦ୍ରଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ବଲାଙ୍ଗିର, 29 ସେପ୍ଟେମ୍ବର (ହି.ସ.) -ଗୁଡଭେଲା ରେଆର୍ ତରଫରୁ ଦେଉଲଗୁଡି ଗ୍ରାମ ପଞ୍ଚାୟତର ୩୬ ବର୍ଷୀୟ ଜିତେନ୍ଦ୍ର ମନହୀରାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଏ ଆ ଫଳରେ ତାଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି। ସେହିପରି ରୁଗୁଡିପାଲି ଗ୍ରାମର ୨୦ ବର୍ଷୀୟ ଚକ୍ଷୁ ବାଧିତ ଯୁବକ ଶରତ ଭୋଇଙ୍କୁ ବ୍
ଅପେକ୍ଷାର ହେଲା ଅନ୍ତ *ଗୁଡଭେଲା ରେଆର୍ ତରଫରୁ ଦିବ୍ଯାଙ୍ଗ ଜିତେନ୍ଦ୍ରଙ୍କୁ ଟ୍ରାଇ ସାଇକେଲ ପ୍ରଦାନ*


ଅପେକ୍ଷାର ହେଲା ଅନ୍ତ *ଗୁଡଭେଲା ରେଆର୍ ତରଫରୁ ଦିବ୍ଯାଙ୍ଗ ଜିତେନ୍ଦ୍ରଙ୍କୁ ଟ୍ରାଇ ସାଇକେଲ ପ୍ରଦାନ*


ବଲାଙ୍ଗିର, 29 ସେପ୍ଟେମ୍ବର (ହି.ସ.) -ଗୁଡଭେଲା ରେଆର୍ ତରଫରୁ ଦେଉଲଗୁଡି ଗ୍ରାମ ପଞ୍ଚାୟତର ୩୬ ବର୍ଷୀୟ ଜିତେନ୍ଦ୍ର ମନହୀରାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଏ ଆ ଫଳରେ ତାଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି। ସେହିପରି ରୁଗୁଡିପାଲି ଗ୍ରାମର ୨୦ ବର୍ଷୀୟ ଚକ୍ଷୁ ବାଧିତ ଯୁବକ ଶରତ ଭୋଇଙ୍କୁ ବ୍ଲାଇଣ୍ଡ ଷ୍ଟିକ୍ ପ୍ରଦାନ କରାଯାଇଛି। ଉକ୍ତ ଉପକରଣ ଗୁଡିକ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ ସେଠୀଙ୍କ ଉପସ୍ଥିତିରେ ସାଧନ କର୍ମୀ କ୍ଷେତ୍ରଲାଲ୍ ଶାମଲ ପ୍ରଦାନ କରିଥିଲେ। ରେଆର୍ ଗୁଡଭେଲାର ଏଭଳି ଜନ ହିତକର କାର୍ଯ୍ୟକୁ ଜନ ସାଧାରଣ ଖୁବ୍ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande