ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପାଇଁ ସଚେତନା କାର୍ୟ୍ୟକ୍ରମ
କେନ୍ଦ୍ରାପଡ଼ା, 29 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ପୌର ପାଳିକା ତରଫରୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ସଚେତନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏଥିରେ ସାନିଷ୍ଟେସନ ଏକ୍ସପୋର୍ଟ ସୁମିତ୍ କୁମାର ପଟ୍ଟନାୟକ ଓ ପ୍ଲାଣ୍ଟ ମ୍ୟାନେଜର ମଧୁସ୍ମିତା ସିଂ ଓ ରୋଜାଲିନ ଦାସ ଓ ନଳିନୀ ପ୍ର
ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପାଇଁ ସଚେତନା କାର୍ୟ୍ୟକ୍ରମ


କେନ୍ଦ୍ରାପଡ଼ା, 29 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ପୌର ପାଳିକା ତରଫରୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ସଚେତନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏଥିରେ ସାନିଷ୍ଟେସନ ଏକ୍ସପୋର୍ଟ ସୁମିତ୍ କୁମାର ପଟ୍ଟନାୟକ ଓ ପ୍ଲାଣ୍ଟ ମ୍ୟାନେଜର ମଧୁସ୍ମିତା ସିଂ ଓ ରୋଜାଲିନ ଦାସ ଓ ନଳିନୀ ପ୍ରଭା ରାଉତରାୟ ସମେତ ଭକ୍ଟଙ୍ଖ ଡ୍ରାଇଭର ଓ ହେଲ୍ପର ଓ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ୧୦୦ ରୁ ଉର୍ଦ୍ଧ ଲୋକ ରାଲି ରେ ସାମିଲ ହୋଇଥିଲେ.

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande