ନେପାଳ : ୧୪ ମାସରେ ତୃତୀୟ ଥର ସଂସଦରେ ଆସ୍ଥା ଭୋଟ୍
ନେପାଳ, ୧୩ ମାର୍ଚ୍ଚ (ହି.ସ.)- ଗତ ୧୪ ମାସରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ପ୍ରଚଣ୍ଡଙ୍କୁ ସଂସଦରେ
ନେପାଳ : ୧୪ ମାସରେ ତୃତୀୟ ଥର ସଂସଦରେ ଆସ୍ଥା ଭୋଟ୍


ନେପାଳ, ୧୩ ମାର୍ଚ୍ଚ (ହି.ସ.)- ଗତ ୧୪ ମାସରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ପ୍ରଚଣ୍ଡଙ୍କୁ ସଂସଦରେ ନିଜର ବହୁମତ ଦେଖାଇବାକୁ ପଡିଛି । ବାରମ୍ବାର ମେଂଟ ଦଳରେ ପରିବର୍ତନ କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ବହୁମତ ନେବାକୁ ପଡିଛି ।

ଶାସନ କ୍ଷମତାରେ ଥିବା ପୁରୁଣା ମେଂଟକୁ ଭାଙ୍ଗି ନୂତନ ମେଂଟ ତିଆରି କରିଥିବା ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଆଜି ସଂସଦର ପ୍ରତିନିଧି ସଭାରେ ଆସ୍ଥା ଭୋଟ୍ ନେଇ ପ୍ରସ୍ତାବ ଆଗତ କରିଛନ୍ତି । ଗତ ୧୪ ମାସରେ ତୃତୀୟ ଥର ପାଇଁ ପ୍ରଚଣ୍ଡ ସଂସଦରେ ଆସ୍ଥା ଭୋଟ୍ ନେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande