ମୁଖ୍ୟଶାସନସଚିବଙ୍କୁସୌଜନ୍ୟମୂଳକସାକ୍ଷାତକଲେ୨୦୨୩ବ୍ୟାଚ୍ ଆଇ.ଏ.ଏସ୍.ଶିକ୍ଷାନବିଶ
ଭୁବନେଶ୍ୱର, 19 ଏପ୍ରିଲ - ୨୦୨୩ବ୍ୟାଚ୍ଭାରତୀୟପ୍ରଶାସନିକସେବାର୮ଜଣଶିକ୍ଷାନବିଶ(ଆଇ.ଏ.ଏସ୍.ପ୍ରୋବେସନର) ଅପରାହ୍ଣରେଲୋକ
ମୁଖ୍ୟଶାସନସଚିବଙ୍କୁସୌଜନ୍ୟମୂଳକସାକ୍ଷାତକଲେ୨୦୨୩ବ୍ୟାଚ୍ ଆଇ.ଏ.ଏସ୍.ଶିକ୍ଷାନବିଶ


ଭୁବନେଶ୍ୱର, 19 ଏପ୍ରିଲ - ୨୦୨୩ବ୍ୟାଚ୍ଭାରତୀୟପ୍ରଶାସନିକସେବାର୮ଜଣଶିକ୍ଷାନବିଶ(ଆଇ.ଏ.ଏସ୍.ପ୍ରୋବେସନର) ଅପରାହ୍ଣରେଲୋକସେବାଭବନଠାରେମୁଖ୍ୟଶାସନସଚିବଶ୍ରୀପ୍ରଦୀପକୁମାରଜେନାଙ୍କୁସୌଜନ୍ୟମୂଳକସାକ୍ଷାତକରିଛନ୍ତି।ଏହି ସମସ୍ତ ଆଇ.ଏ.ଏସ୍ପ୍ରୋବେସନରଓଡ଼ିଶା କ୍ୟାଡରର । ସେମାନେ ହେଲେ ଆସ୍ନି ଏଲ୍., କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେେହେରା, ଦୁଧାଲ ଅଭିଷେକ ଦିଲ୍ଲୀପ, ପ୍ରଣୀତା ଦାଶ, ପ୍ରେକ୍ଷା ଅଗ୍ରଓ୍ୱାଲ, ଜିମକୁମ ଆଇ. ଓଜୁକୁମ୍ ଏବଂ ସି. ସରଭାନନ୍ । ଏହିସମସ୍ତଶିକ୍ଷାନବିଶମାନେଭୁବନେଶ୍ୱର ସ୍ଥିତ ଗୋପବନ୍ଧୁପ୍ରଶାସନିକଏକାଡେମୀଅଧିନରେପାଖାପାଖି୧ବର୍ଷପ୍ରଶିକ୍ଷଣନେବେ।ଗୋପବନ୍ଧୁ ଏକାଡେମୀ ଏବଂ ପରେ ପରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ସାରି ପରବର୍ତ୍ତୀ ସମୟରେ ସେମାନେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହେବେ । ଓଡ଼ିଶାରେ ପ୍ରଶିକ୍ଷଣସମୟରେସେମାନେରାଜସ୍ୱଆଇନସଂପର୍କିତ ପ୍ରଶିକ୍ଷଣ, କ୍ଷେତ୍ରପରିଦର୍ଶନସହରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ଏଥି ସହିତ ମଧ୍ୟ ଆଗାମୀସାଧାରଣନିର୍ବାଚନ୨୦୨୪ସମୟରେ ସେମାନେ ଅବସ୍ଥାପିତ ହେବାକୁ ଥିବା ବିଭିନ୍ନଜିଲ୍ଲାରେନିର୍ବାଚନପରିଚାଳନାଓମତଗଣନାସଂକ୍ରାନ୍ତୀୟକାର୍ଯ୍ୟଅନୁଧ୍ୟାନକରିବେବୋଲିଜଣାଯାଇଛି।ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ପ୍ରୋବେସନରମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣର ସଫଳତା ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହିପରିଦର୍ଶନସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଗୋପବନ୍ଧୁପ୍ରଶାସନିକଏକାଡେମୀରଉପମହାନିର୍ଦ୍ଦେଶକଶ୍ରୀମନିଷଅଗ୍ରଓ୍ୱାଲଉପସ୍ଥିତଥିଲେ।

ପ୍ରକାଶ ଥାଉକି, ଏହି ଆଇଏଏସ୍ ପ୍ରୋବେସନରମାନେ ଏହା ପୂର୍ବରୁଆଜି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦାନ କରିବା ପରେ ପ୍ରଥମେ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶ୍ରୀମତୀ ଗର୍ଗ ମଧ୍ୟ ସେମାନଙ୍କର ସର୍ବ ସଫଳତା କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande