ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର/ଦେବଗଡ଼, 19 ଏପ୍ରିଲ - ମଦ ଦୋକାନ ପରିସରରୁ ବିଳମ୍ବିତ ରାତିରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ବା
ଯୁବକଙ୍କ ମୃତଦେହ ଉଦ୍ଧାର


ଭୁବନେଶ୍ୱର/ଦେବଗଡ଼, 19 ଏପ୍ରିଲ - ମଦ ଦୋକାନ ପରିସରରୁ ବିଳମ୍ବିତ ରାତିରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ବାରକୋଟ ଥାନା ନଳବନ୍ଧ ଦେଶୀ ମଦ ଦୋକାନ ପରିସରରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ବିଛାଖଣି ଗାଁର ଟିକେଶ୍ୱର ନାୟକ (୩୨)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦ ଦୋକାନର ଦୁଇ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande