ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ହେବାପରେ ସ୍ୱାମୀ ଗୌତମାମନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ, ୨୪ ଏପ୍ରିଲ (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସ୍ୱାମୀ ଗୈାତମଙ୍କୁ ରାମକୃଷ୍ଣ ମଠ ଏବଂ ରାମ
ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ହେବାପରେ ସ୍ୱାମୀ ଗୌତମାମନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ନୂଆଦିଲ୍ଲୀ, ୨୪ ଏପ୍ରିଲ (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସ୍ୱାମୀ ଗୈାତମଙ୍କୁ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରି ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱାମୀ ଗୌତମଙ୍କ ସହ ତାଙ୍କର ସାକ୍ଷାତର ଏକ ପୁରୁଣା ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାରୁ ପୂଜ୍ୟ ସ୍ୱାମୀ ଗୋତମାନନ୍ଦ ମହାରାଜଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମୁଁ ନିଶ୍ଚିତ ଯେ ମହାରାଜ ଆମ ସମାଜକୁ ଅଧିକ ଜ୍ଞାନ ଏବଂ କରୁଣା ଦିଗରେ ମାର୍ଗଦର୍ଶନ କରିବେ ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande