ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛତିଶଗଡ ଓ ଏମପିରେ କରିବେ ତିନୋଟି ଜନସଭା, ଭୋପାଳରେ ରୋଡ ଶୋ
ନୂଆଦିଲ୍ଲୀ, 24 ଏପ୍ରିଲ (ହି.ସ) ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗ
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛତିଶଗଡ ଓ ଏମପିରେ କରିବେ ତିନୋଟି ଜନସଭା, ଭୋପାଳରେ ରୋଡ ଶୋ


ନୂଆଦିଲ୍ଲୀ, 24 ଏପ୍ରିଲ (ହି.ସ) ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ସରଗୁଜା ଠାରେ ଓ ମଧ୍ୟ ପ୍ରଦେଶର ସାଗର ଓ ବୈତୁଲ ଠାରେ ଜନସଭାକୁ ସମ୍ବୋଧିତ କରିବେ। ଏହି ପରି ଭାବେ ସେ ଆଜି ତିନୋଟି ଜନସଭାକୁ ସମ୍ବୋଧିତ କରିବାକୁ ଥିବା ବେଳେ ସଂଧ୍ୟାରେ ଭୋପାଳ ଠାରେ ଏକ ରୋଡ ସୋ ରେ ଭାଗ ନେବେ ବୋଲି ବିଜେପି ସୂତ୍ରରୁ ଜଣା ପଡିଛି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande