ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ସକାଳୁ ବିଜେବି ନଗର ଅଂଚଳରେ ପାର୍କ ରେ ଲୋକଙ
ପାର୍କରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପ୍ରଚାର


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ସକାଳୁ ବିଜେବି ନଗର ଅଂଚଳରେ ପାର୍କ ରେ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ପଚାରି ବୁଝିବା ବିଜେପି କୁ ଭୋଟ୍ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟମ୍ପେନ, ପଥପ୍ରାନ୍ତ ପ୍ରଚାର ସମୟରେ ବିଜେପିକୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande