ଇଭିଏମ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗଣତନ୍ତ୍ରର ବିଜୟ କହିଲା ବିଜେପି
ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)-ଇଭିଏମ-ଭିଭିପାଟ ସତ୍ୟସତ୍ୟ ପାଇଁ ଶହେ ପ୍ରତିଶତ ସ୍ଲିପ ମେଳଣ ପିଟିସନକୁ ସୁପ୍ରିମକୋର
ଇଭିଏମ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗଣତନ୍ତ୍ରର ବିଜୟ କହିଲା ବିଜେପି


ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)-ଇଭିଏମ-ଭିଭିପାଟ ସତ୍ୟସତ୍ୟ ପାଇଁ ଶହେ ପ୍ରତିଶତ ସ୍ଲିପ ମେଳଣ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବିଜେପି ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ।

ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ପାର୍ଟିର ପକ୍ଷ ରଖି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶହଜାଦ ପୁନାୱାଲା କହିଛନ୍ତି ଯେ, ଆଜି ଗଣତନ୍ତ୍ର ପାଇଁ ବଡଦିନ ଅଟେ, ଆଜି ଗଣତନ୍ତ୍ରର ବିଜୟ ହୋଇଛି । ଆଜି ବାବା ସାହେବ ଆମ୍ବେଦକର, ସମ୍ବିଧାକ, ଇସିଆଇ ଓ ଗଣତନ୍ତ୍ରର ବିଜୟ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande