ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରଭାରୀ ଅବିନାଶ ରାୟ ଖନ୍ନା
ଧର୍ମଶାଳା, 26 ଏପ୍ରିଲ (ହି.ସ.)- ରାଜ୍ୟର ବିଜେପି ପ୍ରଭାବରୀ ଅବିନାଶ ରାୟ ଖନ୍ନ ଶୁକ୍ରବାର ଦିନ ତିବ୍ଦତୀୟ ଧର୍ମଗୁରୁ ଦ
ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରଭାରୀ ଅବିନାଶ ରାୟ ଖନ୍ନା


ଧର୍ମଶାଳା, 26 ଏପ୍ରିଲ (ହି.ସ.)- ରାଜ୍ୟର ବିଜେପି ପ୍ରଭାବରୀ ଅବିନାଶ ରାୟ ଖନ୍ନ ଶୁକ୍ରବାର ଦିନ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ସେ ଧର୍ମଗୁରୁଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନିଜ ପୁସ୍ତକ ‘ସାମାଜିକ ଚିନ୍ତନ’ ମଧ୍ୟ ଦଲାଇଲାମାଙ୍କୁ ଭେଟି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande