ସନ୍ଦେଶଖାଲିରେ ତଲାସୀ ସମୟରେ ବିଦେଶୀ ପିସ୍ତଲ ସହିତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କଲା ସିବିଆଇ
ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)- ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଅନେକ ସ୍ଥାନରେ ତଲାସୀ ସମୟରେ ବିଦେଶୀ ପିସ୍ତଲ ସହିତ ଅ
ସନ୍ଦେଶଖାଲିରେ ତଲାସୀ ସମୟରେ ବିଦେଶୀ ପିସ୍ତଲ ସହିତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କଲା ସିବିଆଇ


ନୂଆଦିଲ୍ଲୀ, 26 ଏପ୍ରିଲ (ହି.ସ.)- ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଅନେକ ସ୍ଥାନରେ ତଲାସୀ ସମୟରେ ବିଦେଶୀ ପିସ୍ତଲ ସହିତ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛି ସିବିଆଇ ଟିମ୍ । ସିବିଆଇକୁ ଯାଂଚ ସମୟରେ ସନ୍ଦେଶଖାଲିରେ ଅସ୍ତ୍ରଶସ୍ତ୍ର ଲୁଚାଯାଇଥିବା ସୂଚନା ମିଳିଥିଲା । ସିବିଆଇ ପକ୍ଷରୁ ଶୁକ୍ରବାର ଏହାର ସୂଚନା ଦିଆଯାଇଛି ।

ସିବିଆଇ ପକ୍ଷରୁ ଟିଏମସି ନେତା ଶାହଜହାଁ ଶେଖ୍ ଦ୍ୱାରା ଉସକାଯାଇ କରାଯାଇଥିବା ଭିଡ ଦ୍ୱାରା ଇଡି ଟିମ ଉପରେ ଆକ୍ରମଣ ମାମଲାରେ ଶୁକ୍ରବାର ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ରେଡ୍ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande