ପ୍ୟାରିସ୍ ୨୦୨୪ : କିବି ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ ଭାରତୀୟ ପୁରୁଷ ହକି ଟିମ୍
ପ୍ୟାରିସ୍‌, ୨୬ ଜୁଲାଇ (ହି.ସ.)- ଭାରତୀୟ ପୁରୁଷ ହକି ଟିମ୍ ର କ୍ୟାପଟେନ୍ ହରମନପ୍ରୀତ ସିଂହ ପ୍ୟାରିସ୍ ୨୦୨୪ ଅଲମ୍ପିକ୍ ରେ ଶନିବାର ନ୍ୟୁଜିଲାଣ୍ଡ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଦୁଇ ସପ୍ତାହ ପୂର୍ବରୁ ୟୁରୋପରେ ପହଂଚିବା ପରେ ଭାରତୀୟ ଟିମ୍ ସ୍ଵିଜରଲାଣ୍ଡରେ ୩ ଦିବସୀୟ ମ
ପ୍ୟାରିସ୍ ୨୦୨୪ : କିବି ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ ଭାରତୀୟ ପୁରୁଷ ହକି ଟିମ୍


ପ୍ୟାରିସ୍‌, ୨୬ ଜୁଲାଇ (ହି.ସ.)- ଭାରତୀୟ ପୁରୁଷ ହକି ଟିମ୍ ର କ୍ୟାପଟେନ୍ ହରମନପ୍ରୀତ ସିଂହ ପ୍ୟାରିସ୍ ୨୦୨୪ ଅଲମ୍ପିକ୍ ରେ ଶନିବାର ନ୍ୟୁଜିଲାଣ୍ଡ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଦୁଇ ସପ୍ତାହ ପୂର୍ବରୁ ୟୁରୋପରେ ପହଂଚିବା ପରେ ଭାରତୀୟ ଟିମ୍ ସ୍ଵିଜରଲାଣ୍ଡରେ ୩ ଦିବସୀୟ ମାନସିକ ଅନୁକୂଳନ ଶିବିରରେ ଯୋଗଦେଇଥିଲା । ଏହାପରେ ଟିମ୍ ନିଜର ପ୍ରଥମ ପୁଲ୍ ବି ମ୍ୟାଚ୍ ପୂର୍ବରୁ ମାଲେସିଆ, ନେଦରଲାଣ୍ଡ, ଜର୍ମାନୀ ଏବଂ ଗ୍ରେଟ ବ୍ରିଟେନ୍ ବିରୋଧରେ ଉଚ୍ଚ-ଅକ୍ଟେନ ଅଭ୍ୟାସ ମ୍ୟାଚ୍ ଖେଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ / ସମନ୍ୱୟ


 rajesh pande